ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣା : ଅପରାଧୀର ଟେରପାଉନି ପୁଲିସ

ପତ୍ନୀ ବିଦ୍ୟାଶ୍ରୀଙ୍କୁ ସାଢ଼େ ୪ ଘଣ୍ଟା ଜେରା, ନୂଆ ମୋଡ଼କୁ ନେଲା ଭାଇରାଲ୍‌ କଲ୍‌ ରେକର୍ଡିଂ ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନକୁ ଦିନ ଅଡ଼ୁଆ ସୂତାରେ ଛନ୍ଦି ହେବାରେ ଲାଗିଛି। ୧୧ ଦିନ ବିତିବା ପରେ ବି ରେଳବାଇ ପୁଲିସ ଏହି ରହସ୍ୟମୟ ମୃତ୍ୟୁ ମାମଲା ଉପରୁ ସ୍ପଷ୍ଟ ଭାବେ ପରଦା ହଟାଇବାରେ ସଫଳ ହୋଇପାରିନାହିଁ। ଲୋକ ପାଇଲଟ୍‌ଙ୍କ ମତାମତ ଓ ଷ୍ଟେସନରେ ଲାଗିଥିବା … Continue reading ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣା : ଅପରାଧୀର ଟେରପାଉନି ପୁଲିସ